GNOME କାଲକୁଲେଟର

ଗାଣିତିକ,ବୈଜ୍ଞାନିକ କିମ୍ବା ଆର୍ଥିକ ହିସାବ କରନ୍ତୁ

GNOME କାଲକୁଲେଟର ଏକ ପ୍ରୟୋଗ ଯାହା ଗାଣିତିକ ସମୀକରଣକୁ ସମାଧାନ କରିଥାଏ।ଯଦିଚ ଏହା ପ୍ରଥମେ ମୌଳିକ ଗାଣିତିକ ପ୍ରୟୋଗ ସହିତ ସରଳ ଗଣନା ପରି ଦେଖାଯାଇଥାଏ, ଆପଣ କ୍ଷମତାସମ୍ପନ୍ନ ସେଟକୁ ଖୋଜି ଉନ୍ନତ, ଆର୍ଥିକ, କିମ୍ବା ପ୍ରଗ୍ରାମିଙ୍ଗ ଧାରାକୁ ପରିବର୍ତ୍ତନ କରିପାରିବେ।

ଉନ୍ନତ ଧରଣର ହିସାବ କିମ୍ବା ଅନେକ ପ୍ରୟୋଗଗୁଡ଼ିକ, ଏହାକୁ ଅନ୍ତର୍ଭୁକ୍ତ କରି: ଲଗାରିଦମ, ଗଣନାଙ୍କ, ତ୍ରିକୋଣମିତି ଏବଂ ହାଇପରବଲିକ ଫଳନ, ମଡ୍ୟୁଲୋସ ବିଭାଜନ, ଜଟିଳ ସଂଖ୍ୟା, ଅଜଣା ସଂଖ୍ୟା ସୃଷ୍ଟି, ପରମ ବିଭାଜନ ଏବଂ ଏକକ ପରିବର୍ତ୍ତନ।

ଆର୍ଥିକ ଧାରା ଅନେକ ହିସାବକୁ ସହାୟତା କରିଥାଏ, ନିୟମିତ ସୁଧ ହାର, ବର୍ତ୍ତମାନ ଏବଂ ଭିଷ୍ୟତ ମୂଲ୍ୟ, ଦ୍ୱୀଗୁଣ ହ୍ରାସ ଏବଂ ସିଧା ସଳଖ ହ୍ରାସ, ଏବଂ ଆହୁରି ଅନେକକୁ ଅନ୍ତର୍ଭୁକ୍ତ କରି।

ପ୍ରଗ୍ରାମିଙ୍ଗ ଧାରା ସାଧାରଣ ଆଧାରଗୁଡ଼ିକ ମଧ୍ଯରେ ପରିବର୍ତ୍ତନକୁ ସହାୟତା କରିଥାଏ (ବାଇନାରୀ, ଅଷ୍ଟକ, ଦଶମିକ, ଏବଂ ଶୋହଳମିକ), ବୁଲିଆନ ଗଣିତ, ଏକ ଏବଂ ଦୁଇର ପରିପୂରକ, ଅକ୍ଷରରୁ ଅକ୍ଷର ସଂକେତ ପରିବର୍ତ୍ତନ, ଏବଂ ଆହୁରି ଅନେକ।

Get involved

Explore the interface

Get to know us

More Information

Learn more

Visit the online help page for this app.

Project homepage

Visit the dedicated homepage for this project.

Newest Release

Latest version 41.0 released on ସେପ୍ଟେମ୍ବର 18, 2021.

Partially translated

Some parts of this app are available in your language.