Cheese

ଆପଣଙ୍କ ୱେବକ୍ୟାମ ସାହାଯ୍ୟରେ ଆଲୋକଚିତ୍ର ଏବଂ ଚଳଚିତ୍ର ନିଅନ୍ତୁ, ମଜାଳିଆ ଗ୍ରାଫିକାଲ ପ୍ରଭାବ ସହିତ

ଫୋଟୋ ଏବଂ ଭିଡ଼ିଓ ନେବା ପାଇଁ Cheese ଆପଣଙ୍କର ୱେବକ୍ୟାମ ବ୍ୟବହାର କରିଥାଏ, ଚମତ୍କାରୀ ବିଶେଷ ପ୍ରଭାବଗୁଡ଼ିକୁ ପ୍ରୟୋଗ କରିଥାଏ ଏବଂ ଆପଣଙ୍କୁ ଅନ୍ୟମାନଙ୍କ ସହ ତାହା ସହଭାଗ କରିବା ପାଇଁ ଅନୁମତି ଦେଇଥାଏ।

ବିଚ୍ଛୁରଣ ଧାରାରେ ସ୍ୱଳ୍ପ ସମୟ ମଧ୍ଯରେ ଏକାଧିକ ଫୋଟୋ ନିଅନ୍ତୁ। ସମୟ ମାପକକୁ କୌଣସି ଏକ ଶୈଳୀରେ ଠିଆହେବା ପାଇଁ ବ୍ୟବହାର କରନ୍ତୁ, ଏବଂ ଫ୍ଲାସକୁ ଅପେକ୍ଷା କରନ୍ତୁ!

ହୁଡ ତଳେ, Cheese ଫୋଟୋ ଏବଂ ଭିଡ଼ିଓରେ ଚମତ୍କାରୀ ପ୍ରଭାବଗୁଡ଼ିକୁ ପ୍ରୟୋଗ କରିବା ପାଇଁ GStreamer ବ୍ୟବହାର କରିଥାଏ। Cheese ସହିତ ଆପଣଙ୍କର ନିଜର, ସାଙ୍ଗସାଥୀ, ଗୃହପାଳିତ ପଶୁ ପକ୍ଷୀ ଏବଂ ଯାହା ଆପଣ ଚାହାନ୍ତି ତାହାର ଫୋଟୋ ନେବା ସହଜ ହୋଇଥାଏ ଏବଂ ସେଗୁଡ଼ିକୁ ଅନ୍ୟମାନଙ୍କ ସହିତ ସହଭାଗ କରନ୍ତୁ।

Get involved

Explore the interface

Get to know us

More Information

Learn more

Visit the online help page for this app.

Project homepage

Visit the dedicated homepage for this project.

Newest Release

Latest version 3.38.0 released on ସେପ୍ଟେମ୍ବର 16, 2020.

App is translated

This app is available in your language.