ସମ୍ପର୍କଗୁଡ଼ିକ

GNOME ପାଇଁ ଏକ ସମ୍ପର୍କ ପରିଚାଳକ

ସମ୍ପର୍କଗୁଡ଼ିକ ଆପଣଙ୍କର ସମ୍ପର୍କ ସୂଚନାକୁ ରଖିଥାଏ ଏବଂ ସଠିକ ବ୍ୟବସ୍ଥା କରିଥାଏ। ଆପଣ ସମ୍ପର୍କଗୁଡ଼ିକ ବିଷୟରେ ସୂଚନା ସୃଷ୍ଟି, ସମ୍ପାଦନ, ଅପସାରଣ କରିପାରିବେ ଏବଂ ଯୋଡ଼ିପାରିବେ। ସମ୍ପର୍କ ଆପଣଙ୍କର ବିଭିନ୍ନ ଉତ୍ସରୁ ସୂଚନା ଏକତ୍ରିତ କରି ଏକ ସ୍ଥାନରେ ପରିଚାଳନା କରିଥାଏ।

ସମ୍ପର୍କଗୁଡ଼ିକ ଅନଲାଇନ ଠିକଣା ପୁସ୍ତକ ସହିତ ମଧ୍ଯ ସଯୁକ୍ତ ହୋଇଥାଏ ଏବଂ ସ୍ୱୟଂଚାଳିତ ଭାବରେ ସମ୍ପର୍କଗୁଡ଼ିକୁ ବିଭିନ୍ନ ଅନଲାଇନ ଉତ୍ସରୁ ସଂଯୁକ୍ତ କରିଥାଏ।

Get involved

Explore the interface

Get to know us

More Information

Project homepage

Visit the dedicated homepage for this project.

Newest Release

Latest version 41.0 released on ସେପ୍ଟେମ୍ବର 29, 2021.

Partially translated

Some parts of this app are available in your language.